ନୟାଗଡ଼ ଖବର- 07/05/2020ରାଜ୍ୟରେ 20କରୋନା ପଜିଟିଭ ଚିହ୍ନଟ୍ ହୋଇଛନ୍ତିି। ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା205ରେ ପହଞ୍ଚିଛ ।
ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଟ୍ବିଟର ରେ ସୂଚନା ପ୍ରଦାନ କରିଛନ୍ତି ।
ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଟ୍ବିଟର ରେ ସୂଚନା ପ୍ରଦାନ କରିଛନ୍ତି ।
First Health Update, 7th May— I & PR Department, Odisha (@IPR_Odisha) May 7, 2020
17 New positives in Ganjam
All male, Age: 27, 27, 20, 38, 23, 29, 50, 30, 29, 21, 43, 43, 39, 46, 18, 24 & One Female, 20 yrs
3 Positive cases in Mayurbhanj
All Male, Age: 21, 36 & 44
(Surat returnees. In quarantine)
Total Positive Case: 205
ଆଜି ଚିହ୍ନଟ୍ ହୋଇଥିବା ଆକ୍ରାନଙ୍କ୍ତ ମଧ୍ୟରୁ 17 ଜଣ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତିିିି । ଆଜି ପ୍ରଥମ କରି ମୟୂରଭଞ୍ଜ ଜିଲ୍ଳାରେ 3 ଜଣ କରୋନା ଆକ୍ରାନ୍ତ ଚିହ୍ନଟ୍ ହୋଇଥିବା ସୂଚନା ମିଳିଛି ।
ଗତକାଲି ରାଜ୍ୟରେ 9ଜଣ କରୋନା ପଜିଟିଭ ଚିହ୍ନଟ୍ ହୋଇଥିଲେ। ପ୍ରଥମ କରି ଜଗତସିଂହପୁରରେ 4ଜଣ ଅକ୍ରାନ୍ତ ଚିହ୍ନଟ୍ ହେବା ପରେ ଓଡିଶା ମ୍ୟାପରେ 17ଜିଲ୍ଲାକୁ କରୋନା ସଂକ୍ରମଣ ପହଞ୍ଚିଥିଲା । ଏଥି ସହିତ କେନ୍ଦ୍ରପଡା, ଯାଜପରୁର, ବାଲୋଶର୍ବ ଜିିଲ୍ଳାରୁ ମଧ୍ୟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସନ୍ଧ୍ୟା ସମୟରେ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିଲେ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 205 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 142 ଆକ୍ଟିଭ କେସ୍ ରହିଥିବା ବେଳେ 61ଜଣ ସୁସ୍ଥ ହୋଇସାରିଛନ୍ତି । କରୋନାରେ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।
0 Comments