ଜଗନ୍ନାଥପ୍ରସାଦ- ୧୫/୦୫/୨୦୨୦ (ନୟାଗଡ଼ ଖବର) : ରାଜ୍ୟରେ ବଢ଼ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗଂଜାମ ଜିଲ୍ଲାରେ ଏହି ସଂଖ୍ୟା ବଢ଼ି ୨୬୪ରେ ପହଂଚିଲାଣି ।
ଜିଲ୍ଲା ସାରାା ପୋଲିସ ବିଭାଗର ତଦାରଖ ଚାଲିଛି। ସେଥିପାଇଁ ବିଭିନ୍ନ ସ୍ଥାନରେ ପୋଲିସ କ୍ୟାମ୍ପ ବସିଛି। ଉଦ୍ଦେଶ୍ୟ ହେଲା କୋଭିଡ-୧୯ ର ମୁକାାବିଲା କରିବା ।
ହେଲେ ସୁରକ୍ଷାର ଦାୟିତ୍ବରେ ଥିବା ପୋଲିସ କର୍ମଚାରୀ ଯଦି ଅସୁରକ୍ଷିତ ପାଇଁ ଦାୟୀ, ତେବେ ସାଧାରଣ ଜନତା ଆଉ କାହାକୁ ଭରସା କରିବେ ।

ଏମିତି ଏକ ଘଟଣା ଘଟିଛି ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ । ପ୍ରକାଶ ଅଛିକି ଏହି ଥାନା ଅନ୍ତର୍ଗତ କାଦୁଆ ଗ୍ରାମପଞ୍ଚାୟତ ର ବନ୍ତା ଛକ ଠାରେ ପୋଲିସର ଏକ କ୍ୟାମ୍ପ ପଡିଛି।
ସେହି କ୍ୟାମ୍ପରଜଣେ ପୋଲିସ କର୍ମଚାରୀ ଗୁଣ୍ଡୁରିସାହି ଗ୍ରାମର କାହ୍ନୁ ଚରଣ ଗୌଡ଼ଙ୍କଠାରୁ ଏକ ବାଇକ୍ ମାଗି ଜଗନ୍ନାଥପ୍ରସାଦ ଯାଇଥିଲେ ଏଟିଏମ୍ ରୁ ଟଙ୍କା ଉଠାଇ ଆଣିବାପାଇଁ । ହେଲେ ତିନିଦିନ ହେଲା ନା ସିଏ ଆସିଲେ ନା ତାଙ୍କର ମୋବାଇଲ ଲାଗିଲା। ଏହାକୁ ନେଇ ଆଜି କାହ୍ନୁ ଚରଣ ଗୌଡ଼ ଜଗନ୍ନାଥପ୍ରସାଦ ଥାନାରେ ଏକ ଏତଲା ଦେଇଛନ୍ତି ।

0 Comments