Ticker

6/recent/ticker-posts

ସୁରାଟରୁ ଆସି ଘର ପାଖ ସଂଗରୋଧରେ ଥିଲେ , ହେଲେ ଘରକୁ ଯିବା ପୂର୍ବରୁ ଚାଲିଗଲା ଜୀବନ ।

Today's best seller
150 hot items
ବାହାଡାଝୋଲା- ୨୦/୦୫/୨୦୨୦(ନୟାଗଡ଼ ଖବର)- ଆଜି ନୟାଗଡ ଜିଲ୍ଲା ବାହାଡାଝୋଲା ବାଳିକା ଉଚ୍ଚ ବିଦ୍ୟାଳୟରେ ଏକ ଦୁଃଖଦ ଘଟଣା ଘଟିଛି । ସୁରତରୁ ଆସି ସଂଗରୋଧ କେନ୍ଦ୍ରରେ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ତାଙ୍କର ଘର   ହରିପୁର ପଞ୍ଚାୟତ ଜୟପୁର ଗ୍ରାମରେ । ସେ ଆଜି ସକାଳେ ତେଲ ଲଗାଉଥିବାବେଳେ ହଠାତ ତଳେ ପଡିଯାଇଥିଲେ । ସଂଗରୋଧ କେନ୍ଦ୍ରରେ ଥିବା ବ୍ୟକ୍ତିମାନେ ଡାକ୍ତରଙ୍କୁ ଫୋନ୍ କରିଥିଲେ। ହେଲେ ଦୁଇ ତିନି ଘଣ୍ଟାପରେ ଆମ୍ବୁଲାନ୍ସ ଆସି ରୋଗୀକୁ ଡାକ୍ତରଖାନା ନେଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ  ।

Post a Comment

0 Comments