ନୟାଗଡ ଖବର - ଦେଶର ସବୁଠାରୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(SBI) ନିଜ ୪୪ କୋଟିରୁ ଅଧିକ ଗ୍ରାହକଙ୍କୁ ସନ୍ଦେଶ ଦେଇଛି । ଏସବିଆଇରେ ଆପଣଙ୍କ ଖାତା ଅଛି ଏବଂ ଆପଣ ବ୍ୟାଙ୍କ ଆକାଉଣ୍ଟ ଷ୍ଟେଟମେଣ୍ଟ ଚେକ୍ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ କେଉଁଠି କି ଯିବା ଆବଶ୍ୟକ ନାହିଁ ।
SBI ଟ୍ୱିଟ୍ କରି କହିଛି କି ଆପଣ ଘରେ ବସି କେବଳ ୪ଟି ଉପାୟରେ ସଞ୍ଚୟ ଖାତା ଷ୍ଟେଟମେଣ୍ଟ ଚେକ୍ କରିପାରିବେ । ଏହି ଉପାୟରେ ଆପ୍, ଇଣ୍ଟରନେଟ୍ ବ୍ୟାଙ୍କିଂ ଓ ମିସ୍ଡ କଲ୍ ଓ ଏସଏମଏସ୍ ସୁବିଧା ସାମିଲ ।
ଆସନ୍ତୁ ଜାଣିବା କେମିତି SBI ଆକାଉଣ୍ଟ ଷ୍ଟେଟମେଣ୍ଟକୁ ଏହି ୪ ଉପାୟରେ ଡାଉନଲୋଡ୍ କରାଯାଇହେବ ।
>> YONO SBI ଆପରେ ଲଗ୍ ଇନ୍ କରନ୍ତୁ
>> ‘ଆକାଉଣ୍ଟସ୍’ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ଆକାଉଣ୍ଟ୍ ଦେଖାଯିବ ।
>> ‘>’ ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ । ଏହା ପରେ, ଟ୍ରାଞ୍ଜାକ୍ସନ ବିବରଣୀ ଆସିବ ।
>> ଏନଭଲପ୍ ଆଇକନ୍ ଉପରେ କ୍ଲିକ୍ କଲେ ଦ୍ୱାରା ଷ୍ଟେଟମେଣ୍ଟ ଡାଉନଲୋଡ୍ ହେବ ।ଷ୍ଟେପ୍ ୨: ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍
>> ଇଣ୍ଟରନେଟ୍ ବ୍ୟାଙ୍କିଂରେ ଲଗ୍ ଇନ୍ କରନ୍ତୁ ।
>> ମାଇଁ ଆକାଉଣ୍ଟସ୍ ଆଣ୍ଡ୍ ପ୍ରୋଫାଇଲ୍’ କୁ ଯାଆନ୍ତୁ ।
>> ଏହାପରେ ‘ଆକାଉଣ୍ଟ୍ ଷ୍ଟେଟମେଣ୍ଟ’ କୁ ଯାଆନ୍ତୁ ।
>> ଖାତା ନମ୍ବର ଚୟନ କରନ୍ତୁ ।
>> ଷ୍ଟେଟମେଣ୍ଟ ଅବଧି ପାଇଁ ବିକଳ୍ପ ଚୟନ କରନ୍ତୁ ।
>> ଷ୍ଟେଟମେଣ୍ଟ ଦେଖିବା କିମ୍ବା ଡାଉନଲୋଡ୍ କରିବା ପାଇଁ ଉପଯୁକ୍ତ ବିକଳ୍ପ ବାଛନ୍ତୁ ।
>> ଷ୍ଟେଟମେଣ୍ଟ ପ୍ରିଣ୍ଟ କିମ୍ବା ଡାଉନଲୋଡ୍ କରନ୍ତୁ ।
ଷ୍ଚେପ୍ ୩: ୟୋନୋ ଲାଇଟ୍ ଆପ୍
>> YONO Lite ଆପରେ ଲଗ୍ ଇନ୍ କରନ୍ତୁ ।
>> ‘ମାଇଁ ଆକାଉଣ୍ଟସ୍’ ଉପରେ କ୍ଲିକ୍ କରନ୍ତୁ ।
>> ‘View/Download Statement’ ଉପରେ କ୍ଲିକ୍ କରନ୍ତୁ ।
>> ଯେଉଁ ଆକାଉଣ୍ଟର ଷ୍ଟେଟମେଣ୍ଟ ଦରକାର ଚୟନ କରନ୍ତୁ ।
ଷ୍ଟେପ୍ ୪: SBI କୁଇକ୍
>> SBI Quick ବ୍ୟବହାର କରି ଆପଣଙ୍କର ମିନି ଷ୍ଟେଟମେଣ୍ଟ ପାଇପାରିବେ ।
>> 09223866666 କୁ ଏକ ମିସ୍ କଲ୍ ଦିଅନ୍ତୁ ।
>> କିମ୍ବା ଏହି ନମ୍ବରକୁ ‘MSTMT’ ଲେଖି ବାର୍ତ୍ତା ।
>> ଯେଉଁ ନମ୍ବରରୁ SMS ପଠାଉଛନ୍ତି , ତାହା ବ୍ୟାଙ୍କ ଆକାଉଣ୍ଟରେ ପଞ୍ଜିକୃତ ହୋଇଥିବା ଉଚିତ୍ ।

ଷ୍ଟେପ୍ ୧: ୟୋନୋ ଆପ୍You can check your bank account statement via 4 different ways. Why step out when SBI allows you to enjoy these facilities from the comfort of your home? #SBI #StateBankOfIndia #InternetBanking #SBIQuick #SBIYONO #YONOLite #GoDigital #SafeBanking pic.twitter.com/EtZ6qpzIEr— State Bank of India (@TheOfficialSBI) May 22, 2020

0 Comments