ଓଡ଼ଗାଁ:୧୦/୦୨/୨୦୨୦ (ନୟାଗଡ଼ ଖବର) ରିପୋର୍ଟ- ଜ୍ଞାନ ରଞ୍ଜନ ପାଲ୍ - ଶରଣକୁଳ ନିକଟସ୍ଥ ଚଡ଼ୟାପଲ୍ଲୀ ଗ୍ରାମର ଗାଁ କଲ୍ୟାଣ ସମିତି ଓ ଚଡ଼ୟାପଲ୍ଲୀ ୟୁଥ୍ କ୍ଲବ୍ ଆନୁକଲ୍ୟରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।
Subscribe our YouTube channel...
ଉକ୍ତ ରକ୍ତଦାନ ଶିବିର ସକାଳ ୧୦ ଘଟିକା ରୁ ଆରମ୍ଭ ହୋଇ ଅପରାହ୍ନ ୩ ଘଟିକା ସମୟରେ ସମାପ୍ତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଚଡ଼ୟାପଲ୍ଲୀ ୟୁଥ୍ କ୍ଲବ୍ ର ବହୁ ଯୁବକ,ଗ୍ରାମର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ରକ୍ତଦାନ
କରିଥିଲେ। ଏବଂ ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରଯାଇଥିଲା। ଏହି କାର୍ଯକ୍ରମରେ ଗାଁ କଲ୍ୟାଣ ସମିତି ଚଡ଼ୟାପଲ୍ଲୀ ର ଆବାହିକା ଅଞ୍ଜଳି ପଟ୍ଟନାୟକ,ଆଶା ଭାଗ୍ୟଲତା ଦେଇ,
ସଭ୍ୟ - ଦମୟନ୍ତୀବେହେରା,ନିରୂପମାବେହେରା,ବାସନ୍ତୀବେହେରା,ଅବକାଶ ପ୍ରଧାନ ଏବଂ
ଚଡ଼ୟାପଲ୍ଲୀ ୟୁଥ୍ କ୍ଲବ୍ ର ସମ୍ପାଦକ-କୁନା ପଟ୍ଟନାୟକ,ପ୍ରକାଶ କୁମାର ମହାରଣା,ଜ୍ଞାନ ରଞ୍ଜନ ପାଳ,ଜିତେନ୍ଦ୍ର କୁମାର ବେହେରା,ମନୋଜ କୁମାର ପଣ୍ଡା,ଆଶିଷ ବେହେରା,ଧର୍ମେନ୍ଦ୍ର ନାୟକ,କାହ୍ନୁଚରଣ ବିଶ୍ଵାଳ, ପୂର୍ଣ୍ଣ ଚନ୍ଦ୍ର ରାଉତ ଓ ଅମନଦୀପ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ।

0 Comments